Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରାକ୍ଟରକୁ ପିଟିଲା କାର, 4 ମୃତ

Odisha

ଟ୍ରାକ୍ଟରକୁ ପିଟିଲା କାର, 4 ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ଟ୍ରାକ୍ଟରକୁ ପିଟିଲା କାର, 4 ମୃତ

ଅର୍ଗସ ବ୍ୟୁରୋ: ଟ୍ରାକ୍ଟରକୁ ପିଟିଲା କାର, 4 ଜଣ ମୃତ l ନୂଆପଡା ଜିଲ୍ଲା ଖଡ଼ିଆଳ- ଭବାନୀପାଟଣା ରାଜ୍ୟ ରାଜପଥ ରାସ୍ତା ଲଛିପୁର ଛକ ଠାରେ ଟ୍ରାକ୍ଟରକୁ ପିଟିଲା କାର। ବିଳମ୍ବିତ ରାତିରେ ଘଟଣା ହୋଇଥିବା ସୂଚନା l କାର ରେ ଥିବା ଚାରିଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ସୂଚନା । ଖଡ଼ିଆଳ ପୁଲିସ ଶବ ଜବତ କରି ତଦନ୍ତ କରୁଛି। ମୃତକ ମାନେ ହେଲେ ଖଡ଼ିଆଳ ର ରୁଷି ସାହୁ, ଶୁଭମ ମହାଉତି,ଦେବେନ୍ଦ୍ର ସିଂ ଲାଲ ଏବଂ ଗୋଇମୁଣ୍ଡି ଗାଁର ଦେବରାଜ ପଟେଲ l

ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
4 dead in car accident | Argus News