Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗ୍ୟାସରୁ ନିଆଁ ଲାଗି ଦୋକାନରେ ଅଗ୍ନୀକାଣ୍ଡ, ୪ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଗ୍ୟାସରୁ ନିଆଁ ଲାଗି ଦୋକାନରେ ଅଗ୍ନୀକାଣ୍ଡ, ୪ ଆହତ

ଅର୍ଗସ ବ୍ୟୁରୋ: ଗ୍ୟାସ ଟାଙ୍କି ଫାଟି ୪ଆହତ। ଏଭଳି ଘଟଣା ଘଟିଛି ବାଲେଶ୍ୱରରେ। ବିଳମ୍ବିତ ରାତିରେ ବାଲେଶ୍ୱର ସହରର ବଲାଶ୍ରମ ନିକଟରେ ଥିବା ରଘୁ ଫାଷ୍ଟଫୁଡ ଦୋକାନରେ ଅଗ୍ନୀକାଣ୍ଡ ଘଟିଛି। ଗ୍ୟାସରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ଯାଇଥିବା ବେଳେ ଗ୍ୟାସ ବେଳେ ହଠାତ ଟାଙ୍କି ଫାଟିଯିବାରୁ 4 ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ଜଣେ କର୍ମଚାରୀ ଏବେବି ବାଲେଶ୍ୱର ଫକିରମୋହନ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ତିନିଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 injured in gas tank blast | Argus News