Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଞ୍ଚାୟତଗଡ଼ ଗାଁରେ ବାଘ ଆତଙ୍କ, ୪ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ପଞ୍ଚାୟତଗଡ଼ ଗାଁରେ ବାଘ ଆତଙ୍କ, ୪ ଆହତ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତଗଡ଼ ଗାଁରେ ବାଘ ଆତଙ୍କ। ଗାଁକୁ ବାଘ ପଶି ୪ଜଣଙ୍କୁ କାମୁଡି ଗୁରୁତର ଆହତ କରିଥିବା ବେଳେ ୩ଜଣ ଖଇରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହାସହ ଜଣଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି। ଏହାସହ ଗାଁରେ ସବୁ ଲୋକ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 injured in tiger attack | Argus News