Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ

Odisha

ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ

Banajyotshna Ray
Browse all articles by Banajyotshna Ray
·1 year ago
ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ

ଅର୍ଗସ ବ୍ୟୁରୋ:  ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ । ତେଲେଙ୍ଗାନା ରାମପୁରମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତିରୁପତି ଦର୍ଶନ ସାରି ଫେରୁଥିବା ବେଳେ ରାମେଶ୍ବରର ରାମପୁରମ ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍‌ । ୪ ଗୁରୁତରଙ୍କୁ ତେଲେଙ୍ଗାନା ରାମନନ୍ଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 journalists from malkangiri were seriously injured in an accident in Telangana | Argus News