Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତିଶଗଡ଼ରେ ଏନକାଉଣ୍ଟର, ୪ ନକ୍ସଲଙ୍କ ନିହତ

Banajyotshna Ray
Browse all articles by Banajyotshna Ray
·2 years ago
ଛତିଶଗଡ଼ରେ ଏନକାଉଣ୍ଟର, ୪ ନକ୍ସଲଙ୍କ ନିହତ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ ନାରାୟଣପୁରରେ ବଡ ଧରଣର ଏନକାଉଣ୍ଟର  । ନାରାୟଣପୁର ଜିଲ୍ଲା ଅବୁଜମାଡ଼ ରେ ନକ୍ସଲଙ୍କ ସହ ଗୁଳିବିନିମୟ । Drg ଓ stf ଙ୍କ ମିଳିତ ଅପରେସନରେ ଏନକାଉଣ୍ଟର । ଏନକାଉଣ୍ଟରରେ ୪ ନକ୍ସଲଙ୍କ ନିହତ ସୂଚନା । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା । ଉଭୟ ପାର୍ଶ୍ୱରୁ ଗୁଳି ଚଳାଉଛି । ଏପର୍ଯ୍ୟନ୍ତ ୪ ମାଓବାଦୀ ଏହି ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଜଙ୍ଗଲର ଅନେକ ସ୍ଥାନରେ ମାଓବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି । ଏବେ ସୁଦ୍ଧା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 Maoists Killed In Encounter While Planting IEDs in Chhattisgarh | Argus News