ହଠାତ ଜଳିଗଲା ୪ ଯାତ୍ରୀବାହୀ ବସ
·2 years ago

ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡ ନିକଟରେ ବେଦମାତା ବସ୍ରେ ହଠାତ ନିଆଁ ଲାଗିଯାଇଛି। ଏଥିରେ 4 ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ବଡ଼ କଥା ହେଉଛି ବସରେ କୌଣସି ଯାତ୍ରୀ ନ ଥିଲେ। ଏନେଇ ଏକ ବଡ଼ ଅଘଟଣ ଟଳିଯାଇଛି। ଲକ୍ଷାଧିକ ଟଙ୍କାର ବସ ଜଳିପୋଡ଼ି ପାଉଁଶ ହୋଇଛି।
ଘଟଣାସ୍ଥଳରେ ଦମକଳବାହିନୀ ନିୟୋଜିତ ଅଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: