|
logo
Live
Argus News App
GET APP

Argus News - ୪ ଜଣ ଆନ୍ତଃ ରାଜ୍ୟ ଡକାୟତ ଗିରଫ

Odisha

୪ ଜଣ ଆନ୍ତଃ ରାଜ୍ୟ ଡକାୟତ ଗିରଫ

Arpita Mohanty
Browse all articles by Arpita Mohanty
·1 year ago
୪ ଜଣ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ଅର୍ଗସ ବ୍ୟୁରୋ: ୪ ଜଣ ଆନ୍ତଃ ରାଜ୍ୟ ଡକାୟତଙ୍କୁ ଗିରଫ କଲା କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୋଲିସ । ସେମାନଙ୍କଠାରୁ ସୁନା ଗହଣା ଓ ରୁପା ଅଳଙ୍କାର ସହ  ୪ ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ମାନେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘର ଚାବି ଭାଙ୍ଗି ଲୁଟ୍ କରିଥିଲେ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ଝାଡଖଣ୍ଡର ।

ଅଭିଯୁକ୍ତ ୪ ଜଣଙ୍କ ନାମରେ ପାଟଣା ଥାନାରେ ୪ ଟି କେସ, ଘଟଗାଁ ଥାନାରେ ୩ଟି , ହରିଚନ୍ଦନପୁର ଥାନାରେ ଗୋଟିଏ , ତୁରୁମୁଙ୍ଗା ଥାନାରେ ୨ ଟି ଓ ଝୁମ୍ପୁରା ଥାନାରେ ୨ ଟି କ୍ରାଇମ କରିଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୪ ଜଣ ଆନ୍ତଃ ରାଜ୍ୟ ଡକାୟତ ଗିରଫ | Argus News