Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିରିଜ୍ ଲୁଟ୍, ୪୦ଲକ୍ଷର ସୁନା ଗହଣା ଓ ୧୦ଲକ୍ଷ ଟଙ୍କା ଲୁଟିନେଲେ

Banajyotshna Ray
Browse all articles by Banajyotshna Ray
·1 year ago
ସିରିଜ୍ ଲୁଟ୍, ୪୦ଲକ୍ଷର ସୁନା ଗହଣା ଓ ୧୦ଲକ୍ଷ ଟଙ୍କା ଲୁଟିନେଲେ

ଅର୍ଗସ ବ୍ୟୁରୋ:  ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ସିରିଜ୍ ଲୁଟ୍ । ଟେନସା ଫାଣ୍ଡି ଜିନ୍ଦାଲ କଲଣି ଅଞ୍ଚଳରେ 6ଟି ଘରୁ ସିରିଜ୍ ଲୁଟ୍ ହୋଇଛି । ପାଖାପାଖି 40ଲକ୍ଷର ସୁନା ଗହଣା ଓ 10ଲକ୍ଷ ଟଙ୍କା ଲୁଟ୍ ହୋଇଛି । ପୋଲିସ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି । ଗତ ମାସ 13 ତାରିଖରେ 15ଟି ଘରୁ ସମାନ ଢଙ୍ଗରେ ଚୋରି ହୋଇଥିଲା ।  ଏବେ ପୁଣି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ କରିଛନ୍ତି ଲୁଟେରା । ଦିନକୁ ଦିନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢ଼ି ଚାଲିଛି। ଏହାକୁ ରୋକିବା ଆବଶ୍ୟକ ହୋଇପଡୁଛି। ତେବେ ପୋଲିସ ତାର ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
40 lakh gold jewellery under 10 lakh rupees were looted | Argus News