Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୀରାକୁଦରେ ଝାଡାବାନ୍ତି ଆତଙ୍କ, ୪୦ ଉର୍ଦ୍ଧ୍ୱ ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ହୀରାକୁଦରେ ଝାଡାବାନ୍ତି ଆତଙ୍କ, ୪୦ ଉର୍ଦ୍ଧ୍ୱ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ: ହୀରାକୁଦରେ ଝାଡାବାନ୍ତି ଆକ୍ରାନ୍ତ । ୪୦ ଉଦ୍ଧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା। ଦୂଷିତ ପାଣି ପିଇ ଝାଡାବାନ୍ତିର ଶିକାର ହୋଇଥିବା ସୂଚନା। ତେବେ ସମସ୍ତ ଆକ୍ରାନ୍ତଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା ଡିଣ୍ଡିମର ସତ। ହସ୍ପିଟାଲରେ ବେଡ ଅଭାବରୁ ରୋଗୀ କୁ ଚଟାଣରେ ରଖି କରାଯାଉଛି ଚିକିତ୍ସା ।

ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ପଡା ଓ ନ୍ୟୁ ମାର୍କେଟ ପଡାରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏଯାଏ କୌଣସି ଡାକ୍ତର ଟିମ ଗ୍ରାଉଣ୍ତ କୁ ପହଞ୍ଚି ନଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
40 people injured in diarrhea | Argus News