Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁରୁଣା କାନ୍ଥରେ ରଙ୍ଗ ବୋଲି ଲୁଟ୍‌ ହୋଇଛି ୪୨ ଲକ୍ଷ ଟଙ୍କା

Odisha

ପୁରୁଣା କାନ୍ଥରେ ରଙ୍ଗ ବୋଲି ଲୁଟ୍‌ ହୋଇଛି ୪୨ ଲକ୍ଷ ଟଙ୍କା

Banajyotshna Ray
Browse all articles by Banajyotshna Ray
·2 years ago
ପୁରୁଣା କାନ୍ଥରେ ରଙ୍ଗ ବୋଲି ଲୁଟ୍‌ ହୋଇଛି ୪୨ ଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ: ବିଦ୍ୟାଳୟ ନିର୍ମାଣରେ ୪୨ ଲକ୍ଷ ଟଙ୍କାର ଘୋଟାଲା । ସେ ପୁଣି ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନ ମଣ୍ଡଳୀରେ । କେନ୍ଦ୍ରାପଡ଼ା ଦେଉଳିପଡା ପଞ୍ଚାୟତ ମଙ୍ଗଳା ଉଚ୍ଚବିଦ୍ୟାଳୟରେ ୫-ଟି କାର୍ଯ୍ୟରେ ହୋଇଛି ମହା ଦୁର୍ନୀତି । ପୁରୁଣା କାନ୍ଥରେ ରଙ୍ଗ ବୋଲି ଲୁଟ୍‌ ହୋଇଛି ୪୨ ଲକ୍ଷ ଟଙ୍କା । ଯାହାର ପ୍ରତିବାଦରେ ୯ ଦିନ ଧରି ଅହୋରାତ୍ର ଧାରଣା ଦେଇଛନ୍ତି ଗ୍ରାମବାସୀ । କିଛି ବିଜେଡି କର୍ମୀ ଓ ମହାକାଳପଡ଼ା ବ୍ଲକର ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ଲୁଟ୍‌ ହୋଇଥିବା ବେଳେ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored