Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇ ୫ ଗିରଫ

Rashmita Mishra
Browse all articles by Rashmita Mishra
·1 year ago
ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇ ୫ ଗିରଫ

ଅର୍ଗସ ବ୍ୟୁରୋ: ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଘଟଣା । 5 ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଓ ଖାରବେଳ ନଗର ଥାନା ପୋଲିସ । ଲକ୍ଷ୍ମୀସାଗର ପୋଲିସ ଜଣଙ୍କୁ ଗିରଫ ସହ ଗୋଟିଏ ଗାଡି ଜବତ କରିଥିବା ବେଳେ ଖାରବେଳ ନଗର ଥାନା ପୋଲିସ ଗୋଟିଏ ଗାଡି ଜବତ ସହ 4ଜଣଙ୍କୁ ଗିରଫ କରିଛି । ସ୍ପେଶାଲ ସ୍କୁଆର୍ଡ ସହାୟତାରେ ଗିରଫ କଲା ପୋଲିସ । ୩ ଟି ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଜାଗାରେ ଖୋଜୁଛି ପୋଲିସ । ରାମ ମନ୍ଦିରରୁ ରୁପାଲି ଛକ ପର୍ଯ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଉ ଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁ ଭାଇରଲ ଭିଡ଼ିଓ ଆଧାର କରି ତଦନ୍ତ କରୁଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 arrested for driving recklessly on the capital's Raj Road | Argus News