|
logo
Live
Argus News App
GET APP

Argus News - ୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ

Odisha

୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago
୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ

ଅର୍ଗସ ବ୍ୟୁରୋ:  ରାଜଧାନୀରୁ ପୁଣି ଡକାୟତ ଗିରଫ । ୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ରବିବାର ମଧ୍ୟ ରାତ୍ରିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଅନ୍ଧାରୁଆ ସ୍ଥାନରେ ବସି ଯୋଜନା କରୁଥିଲେ ଏହି ଡକାୟତ ଦଳ। ଶିଳ୍ପାଞ୍ଚଳକୁ ଆସୁଥିବା ଟ୍ରକ ଡ୍ରାଇଭର ଥିଲେ ଏମାନଙ୍କ ଟାର୍ଗେଟରେ । ଏମାନଙ୍କ ନିକଟରୁ ଖଣ୍ଡା , କଟୁରି ,ଛୁରୀ ଓ ଲୁହାଛଡ ଜବତ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ରାଜଧାନୀର ବିଭିନ୍ନ ଥାନାରେ ମାଳ ମାଳ ମାମଲା ରହିଥିବା କହିଛନ୍ତି ଜୋନ ଏସିପି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ | Argus News