Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ

Ritu Das
Browse all articles by Ritu Das
·2 years ago
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାରୁ ଘରକୁ ଫୋନ କରି ଜଣାଇଛନ୍ତି ଯେ, ଆମେ ତଳକୁ ଆସିପାରୁନୁ। 

ତେବେ ନିଖୋଜ ଛାତ୍ର ମାନେ ହେଲେ କଟକ ଲିଙ୍କ୍‌ରୋଡ଼ ଅଞ୍ଚଳର। ସନ୍ଧ୍ୟା ପରେ ଛାତ୍ରମାନେ ବାଟବଣା ହୋଇଯାଇଥିବା ଜଣାପଡ଼ିଛି। ତେବେ ରାତି ଅଧିକ ହୋଇଯାଇଥିବାରୁ ଛାତ୍ରଙ୍କୁ ଖୋଜାଖୋଜି କରୁଛି ଢେଙ୍କାନାଳ ବନ ବିଭାଗ ଓ ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 students are | Argus News