Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜଳିଗଲା ୫୦୦ କେଭି ଟ୍ରାନ୍ସଫର୍ମର

Odisha

ଜଳିଗଲା ୫୦୦ କେଭି ଟ୍ରାନ୍ସଫର୍ମର

Ritu Das
Browse all articles by Ritu Das
·2 years ago
ଜଳିଗଲା ୫୦୦ କେଭି ଟ୍ରାନ୍ସଫର୍ମର

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ହାଟପାଖରେ ଥିବା 500kv  ଟ୍ରାନ୍ସଫର୍ମର କୌଣସି କାରଣରୁ ହୁହୁ ହୋଇ ଜଳିଉଠିଲା। ଏକ ବଡ଼ ଅଘଟଣରୁ ବଞ୍ଚିଗଲେ ଜନସାଧାରଣ। ସାଲେପୁର କୁଆଁପାଳ ମୁଖ୍ୟ ରାସ୍ତା କଡ଼ରେ ଥିଲା। ଏକ ବଡ ଅଘଟଣ ବର୍ତ୍ତିଗଲା। ଖବରପାଇ ସାଲେପୁର ଅଗ୍ନିଶମ ବାହୀନ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

ଟ୍ରାନ୍ସଫର୍ମର ଜଳିଯିବାରୁ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି। କରେଣ୍ଟ ନ ଥିବାରୁ ଲୋକେ ଦୀର୍ଘସମୟ ହନ୍ତସନ୍ତ ହୋଇଛନ୍ତି। ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ। tpcodlର ମନମୁଖୀ କାମ ପାଇଁ ଲୋକେ ଦୀର୍ଘସମୟଧରି ବିଦ୍ୟୁତ ସରବରାହରୁ ବଞ୍ଚିତ ହୋଇଛନ୍ତି।  ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
500 KV | Argus News