Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି, ୬ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି, ୬ ଆହତ

ଅର୍ଗସ ବ୍ୟୁରୋ:  ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁଇଜଣ ଶ୍ରମିକ ଗାଡ଼ି ତଳେ ଚାପି ହୋଇ ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଗଂଜାମ - ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି  l ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଁଚିଛି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି I

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 injured in accident | Argus News