Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହୁମାଛି ଆକ୍ରମଣରେ ୬ ଆହତ

Odisha

ମହୁମାଛି ଆକ୍ରମଣରେ ୬ ଆହତ

Ritu Das
Browse all articles by Ritu Das
·2 years ago
ମହୁମାଛି ଆକ୍ରମଣରେ ୬ ଆହତ

ଅର୍ଗସ ବ୍ୟୁରୋ: ଆଜି ସକାଳେ ଏକ କାର ଯୋଗେ ଯାତ୍ରୀମାନେ ବ୍ରହ୍ମପୁର ଠାରୁ ମୋହନା ଯାଉଥିବା ବେଳେ କାମଳପୁର ନାକାପଇଣ୍ଟ ନିକଟସ୍ଥ ଛତାବରୀ ଠାରେ ଥିବାଏକ ବରଗଛ ମୂଳରେ ଓହ୍ଲାଇଥିଲେ। 

ହଠାତ ସେହି ଗଛ ଉପରେ ଥିବା ବାଘୁଆ ମହୁମାଛି ସେମାନଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା ଫଳରେ 6 ଜଣ ଆହତ ହୋଇଥିବା ବେଳେ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ତେବେ ଆହତ ସମସ୍ତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 injured | Argus News