କାରରୁ ଯାଞ୍ଚ ବେଳେ ୬ ଲକ୍ଷ ଟଙ୍କା ଜବତ
·1 year ago

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଇଁ ଗାଡ଼ି ଯାଞ୍ଚ ବେଳେ ୬ ଲକ୍ଷ ଟଙ୍କା ଜବତ କରିଛି। ୫୭ ନମ୍ବର ରାଜ୍ୟ ରାଜ୍ୟପଥ ନହରା ପୁଲ ନିକଟରେ ଅଲଟୋ କାରରୁ ଟଙ୍କା ଜବତ କରିଛି ଇଲେକ୍ସନ ଫ୍ଳାଇଙ୍ଗ ସ୍କ୍ୱାର୍ଡ ଟିମ୍। ଭୋଗରାଇରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା କାର।
କାର ଭିତରୁ 200ଟଙ୍କିଆ ୫ବଣ୍ଡଲ ,୧୦୦ଟଙ୍କିଆ ଏବଂ ୫୦୦ଟଙ୍କିଆ ବଣ୍ଡଲ ବାହାରିଥିବା ଜଣାପଡିଛି କମର୍ଦ୍ଦା ଥାନାରେ ଟଙ୍କାକୁ ଜବତ କରି ତଦନ୍ତ କରୁଛି ପୋଲିସ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: