Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ

Odisha

ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ

Ritu Das
Browse all articles by Ritu Das
·2 years ago
ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ

ଅର୍ଗସ ବ୍ୟୁରୋ: ସୁରକ୍ଷାବାହିନୀ ଯବାନଙ୍କ ଏନକାଉଣ୍ଟରରେ ୬ ନକ୍ସଲ ନିହତ। ବିଜାପୁର ଜିଲ୍ଲା ଚିକୁରବାଟି-ପୁଷବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର। ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। 

ଏନକାଉଣ୍ଟରରେ DRG, CRPF 229, COBRA ବାହିନୀର ମିଳିତ ଅପରେସନରେ ସାମିଲ ଥିଲେ। ୬ ନକ୍ସଲଙ୍କ ମୃତଦେହ ଜବତ କରିଛି ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 Naxals were | Argus News