Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୬ ଆହତ

Rashmita Mishra
Browse all articles by Rashmita Mishra
·1 year ago
ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୬ ଆହତ

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୬ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼  ହେମଗିରି ଥାନା ଗାଏକନ୍ ପାଲି ନିକଟରେ ଦୁର୍ଘଟଣା ଘଟିଛି । ଟ୍ରେଲରକୁ ଏକ ଟାଟା ମାଜିକ ଧକ୍କା ଦେଇଥିଲା । ସକାଳୁ ସଂର୍କୀତ୍ତନ ସାରି ହେମଗିରି ଥାନା କନ୍ଦାଧୁଡ଼ାକୁ ଫେରୁଥିବା ବେଳେ ଘଟିଥିଲା  ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୁରଣ ଦାବିନେଇ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 people were killed and 6 injured in the road accident | Argus News