Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୬୦ ଲିଟର ଦେଶୀ ମଦ ଜବତ, ୨ଜଣଙ୍କୁ ଗିରଫ 

Odisha

୬୦ ଲିଟର ଦେଶୀ ମଦ ଜବତ, ୨ଜଣଙ୍କୁ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
୬୦ ଲିଟର ଦେଶୀ ମଦ ଜବତ, ୨ଜଣଙ୍କୁ ଗିରଫ 

ବଲାଙ୍ଗିର: ତୁଷୁରା ଅବକାରୀ ବିଭାଗ ଆଜି 60 ଲିଟର ଦେଶୀ ମଦ ଜବତ କରିବା ସହ 2 ଜଣ ଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ପିଟାବାହାଲ ଗାର ଲଳିତ ରଣା ଓ ତୁଷୁରା ଚିଞ୍ଚେଡ଼ ଗାଁର କନ୍ଦପ ରଣା।

ତୁଷୁରା ଅବକାରୀ ବିଭାଗ ବଡ଼ବାହାଲ ଅଂଚଳ ରେ ପେଟ୍ରୋଲିଂ କରୁ ଥିବା ବେଳେ ଏକ ବାଇକରେ ଚାଲାଣ ହେଉ ଥିବା 60 ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲା l ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
60 liters of liquor seized, 2 arrested, 60 liters of native liquor was seized on a bike | Argus News