ନକଲି ରୁପା ଜବତ, ୪ ଅଟକ
·2 years ago

ଅର୍ଗସ ବ୍ୟୁରୋ: ୬୩ କିଲୋ ନକଲି ରୁପା ଜବତ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜିଏସଟି ବିଭାଗ। ପଶ୍ଚିମବଙ୍ଗରୁ ଆସି ବିକୁଥିଲେ ନକଲି ରୁପା। ଯାହାକୁ ଧରିଲା ଜିଏସଟି ବିଭାଗ। ଧରିଲା ବାରିପଦା ଜିଏସଟି ବିଭାଗ। ଏହାସହ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: