Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ଝାରସୁଗୁଡାରେ ୭ ମୃତ !

Banajyotshna Ray
Browse all articles by Banajyotshna Ray
·2 years ago
ବଢ଼ୁଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା, ଝାରସୁଗୁଡାରେ ୭ ମୃତ !

ଅର୍ଗସ ବ୍ୟୁରୋ: ଝାରସୁଗୁଡାରେ ଅଂଶୁଘାତରେ ୭ ମୃତ୍ୟୁ ! ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଅଂଶୁଘାତ ଯୋଗୁଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୬ ଟ୍ରକ ଡ୍ରାଇଭର ଓ ଜଣେ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ରାଜ୍ୟରେ ବଢ଼ୁଛି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା। ଝାରସୁଗୁଡାରେ ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ହୋଇଛି। କାଲି ୪୭ ଡିଗ୍ରୀ ସହ ଝାରସୁଗୁଡା ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା ଥିଲା। ଯେଉଁଭଳି ଭାବରେ ତାତି ବଢ଼ି ବଢ଼ି ଚାଲିଛି ଜନଜୀବନ ଅସ୍ତବ୍ୟବସ୍ତ ହୋଇଗଲେଣି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 deaths in Jharsuguda due to heat stroke | Argus News