Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ 

Odisha

ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ 

Manini Pattanayak
Browse all articles by Manini Pattanayak
·2 years ago
ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ 

 ବୌଦ୍ଧ:  ନାରାୟଣପୁରର ଟେକମେଟ ଓ କାକ୍କୁର ଜଙ୍ଗଲରେ ଏନକାଉଣ୍ଟର । ଟଳିଲେ 7 ହାର୍ଡକୋର ମାଓବାଦୀ ।

ଏନକାଉଣ୍ଟରରେ 2 ମହିଳା ମାଓବାଦୀଙ୍କ ସମେତ 7 ହାର୍ଡକୋର ମାଓବାଦୀ ମୃତ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି  । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One AK 47 rifle and a large quantity of Mao material seized | Argus News