|
logo
Live

Argus News - ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ

Odisha

ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ

Rashmita Mishra
Browse all articles by Rashmita Mishra
·1 year ago
ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ

ଅର୍ଗସ ବ୍ୟୁରୋ: ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ ।ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲାରେ ୭ ରୋଡ୍‌ ରୋମିଓଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ୭ ଜଣଙ୍କୁ ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସଙ୍କ ସୂଚନା ।`ଭରତପୁର ଥାନାର ବର୍ତ୍ତମାନର IICଙ୍କ ଏତଲା ଆଧାରରେ ୭ ଜଣଙ୍କୁ ଗିରଫ କରାଯାଇଛି । ୭ ଜଣଙ୍କୁ ଗିରଫ ସହ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ମଧ୍ୟ ହୋଇଛି । ୭ ରୋଡ୍‌ ରୋମିଓ ମିଶି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ବାଟରେ ଦୁର୍ବ୍ୟବହାର କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ | Argus News