Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭୁବନେଶ୍ଵରରେ 7ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ମିଳିଛି ଅନୁମତି

Odisha

ଭୁବନେଶ୍ଵରରେ 7ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ମିଳିଛି ଅନୁମତି

Rashmita Mishra
Browse all articles by Rashmita Mishra
·1 year ago
ଭୁବନେଶ୍ଵରରେ 7ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ମିଳିଛି ଅନୁମତି

ଅର୍ଗସ ବ୍ୟୁରୋ: ରାବଣ ପୋଡି ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ଵରରେ 7ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ମିଳିଛି ଅନୁମତି । ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, କୀଟରୋଡ଼, ଇନଫୋ ଭ୍ୟାଲି ଥାନା ଗୋପାଳପୁରକୁ ଅନୁମତି । ପ୍ରଶାସନର ସମସ୍ତ ନିୟମ ମାନି ରାବଣ ପୋଡି କରିବାକୁ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ । ଶହେ ମିଟର ଦୂରରୁ ରହି ରାବଣ ପୋଡି ଦେଖିବେ ଭକ୍ତ ଶ୍ରଦ୍ଧାଳୁ । ଅନୁମତି ମିଳିଥିବା ସମସ୍ତ ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବା ସହ ଦମକଳ ବାହିନୀ ରହିବେ । ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଏବଂ ବାସସ୍ଥାନ ଠାରୁ 250ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
7 puja mandaps in Bhubaneswar have been given permission to burn rabbits | Argus News