ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ପର୍ଯାୟରେ 75.68 ପ୍ରତିଶତ ମତଦାନ
·2 years ago·1 min read

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପ୍ରର୍ଯ୍ୟାୟ ରେ ଅଧିକ ମହିଳା ମତଦାନ କରିଛନ୍ତି । 24 ଲକ୍ଷ 26 ହଜାର ମହିଳା ଭୋଟ ଦେଇଛନ୍ତି । 23 ଲକ୍ଷ 32 ହଜାର ପୁରୁଷ ଭୋଟ ଦେଇଛନ୍ତି ।
ସେହିପରି ସ୍ୱାଭିମାନ ଅଂଚଳରେ ଭୋଟ ଦେବା ପାଇଁ ଅଧିକ ଆଗ୍ରହ ଦେଖା ଦେଇଥିଲା । ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ପର୍ଯାୟରେ 75.68 ପ୍ରତିଶତ ମତଦାନ ହାର ରହିଛି । ଗତ ଥର ଅପେକ୍ଷା 2 ପ୍ରତିଶତ ଭୋଟ ହାର ବଢିଛି । ଭୋଟ ହାର କଳାହାଣ୍ଡି 77. 90, ନବରଙ୍ଗ ପୁର 82.16, କୋରାପୁଟ 77.53, ବ୍ରହ୍ମପୁର -65.41। ତେଣୁ ପ୍ରଶ୍ନ କୁଆଡେ ଯିବ ମହିଳା ଭୋଟ । କେଉଁ ଦଳକୁ ଅଧିକ ଫାଇଦା ଦେବ ମହିଳାଙ୍କ ଭୋଟ । ତାକୁ ନେଇ ବିଭିନ୍ନ ଦଳ କସୁଛନ୍ତି ଅଙ୍କ ।
ଆହୁରି ପଢନ୍ତୁ ରାଜନୀତି ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: