|
logo
Live

Argus News - ଘରୁ ୮ଫୁଟର ଅଜଗର ଉଦ୍ଧାର

Odisha

ଘରୁ ୮ଫୁଟର ଅଜଗର ଉଦ୍ଧାର

Ritu Das
Browse all articles by Ritu Das
·2 years ago
ଘରୁ ୮ଫୁଟର ଅଜଗର ଉଦ୍ଧାର

ଅର୍ଗସ ବ୍ୟୁରୋ: ଭୁବନ ଏନଏସି ଅନ୍ତର୍ଗତ ସ୍ୱର୍ଗତ ପଦ୍ମନାଭ ବେହେରାଙ୍କ ବାସଭବନରୁ ୮ଫୁଟର ଅଜଗର ଉଦ୍ଧାର ହୋଇଛି। ତେବେ ଆଜି ସକାଳୁ ପରିବାର ଲୋକ ଘରେ ଅଜଗର ଶୋଇଥିବା ଦେଖିଥିବା ବେଳେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିକାଶ ଜେନା ଅଜଗରକୁ ଉଦ୍ଧାର କରିଥିଲେ । 

ତେବେ ଅଜଗର ସାପଟି ବର୍ଷକର ହୋଇଥିବା ଜଣା ଯାଇଛି। ଭୁବନ ବନବିଭାଗ ପକ୍ଷରୁ ଭରତୀ ପାହାଡ ପାଦ ଦେଶ ସାମଳ ମୌଜା ଜଙ୍ଗଲରେ ଅଜଗରକୁ ଛଡ଼ା ଯାଇଥିବା ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଘରୁ ୮ଫୁଟର ଅଜଗର ଉଦ୍ଧାର | Argus News