ଭୁବନେଶ୍ବର ଏୟାରପୋର୍ଟରୁ 80 କେଜି ସୁନା ଜବତ
·1 year ago

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ସୁନା ଓ ରୂପା । ଚାଲାଣ ବେଳେ ଚଢାଉ କରି ଜବତ କଲା ସିଟି ଜିଏସଟି ବିଭାଗ । ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିଲା ସୁନା-ରୂପା । ପାଖାପାଖି 80 କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଥିବା ସୂଚନା ରହିଛି । ଏହାର ଆନୁମାନିକ ମୂଲ୍ୟ 30 କୋଟିରୁ ଊର୍ଦ୍ଧ୍ବ ହେବ । ତେବେ ଗାଡିରେ ଏତେ ପରିମାଣର ସୁନା ଓ ରୁପା କେଉଁଠୁ ଆସିଲା ଓ ଏୟାରପୋର୍ଟକୁ ଏ ଗାଡି କିପରି ଆସିଲା ସେନେଇ ଛାନଭିନ ଚାଲିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: