Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଣା ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ  

Manini Pattanayak
Browse all articles by Manini Pattanayak
·1 year ago
ରଣା ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ  

ବାଲେଶ୍ୱର: :  ରଣା ସାପ କାମୁଡା ରେ ଅଷ୍ଟମ ଶ୍ରେଣୀ ଛାତ୍ର ର ମୃତ୍ୟୁ l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପାଣିଶିଆଳି ଗ୍ରାମରେ ଜଗବନ୍ଧୁ ବେହେରା ଙ୍କ ୧୩ ବର୍ଷୀୟ ପୁଅ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ମନୋରଞ୍ଜନ ବେହେରା ଶୋଇ ଥିବା ବେଳେ ରଣା ସାପ କାମୁଡ଼ି ଥିଲା l

କିଛି ସମୟ ପରେ ଜାଣିବା ପରେ ଗୁରୁତର ଅବସ୍ଥା ରେ ପରିବାର ଲୋକେ ସୋର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।  କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8th class student dies due to water snake bite | Argus News