Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୯ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ ପାଇଲେ କେଉଁଠୁ ଟିକେଟ ?

Swayangprajna Mishra
Browse all articles by Swayangprajna Mishra
·2 years ago
୯ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ ପାଇଲେ କେଉଁଠୁ ଟିକେଟ ?

ଅର୍ଗସ ବ୍ୟୁରୋ : ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । 
ରେଙ୍ଗାଲି- ସୁଦର୍ଶନ ହରିପାଲ
ରାଉଲକେଲା- ଶାରଦା ନାୟକ
ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ 
କେନ୍ଦୁଝର -ମୀନା ମାଝୀ
ରାଇରଙ୍ଗପୁର- ରାଇସିଂ ମୁର୍ମୁ
ବାଲେଶ୍ବର- ସ୍ବରୂପ ଦାସ
ବାରବାଟୀ କଟକ- ପ୍ରକାଶ ବେହେରା
ସାଲେପୁର- ପ୍ରଶାନ୍ତ ବେହେରା
ଜୟଦେବପୁର ପ୍ରାର୍ଥୀ - ନବକିଶୋର ମଲ୍ଲିକ

ଅଧିକ ପଢନ୍ତୁ : ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

ଆହୁରି ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
9 BJD candidate announcement for assembly | Argus News