Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଦୁର୍ବୃତ୍ତ ଲୁଟି ନେଲେ ୯ ଲକ୍ଷ  

Odisha

 ଦୁର୍ବୃତ୍ତ ଲୁଟି ନେଲେ ୯ ଲକ୍ଷ  

Manini Pattanayak
Browse all articles by Manini Pattanayak
·2 years ago
 ଦୁର୍ବୃତ୍ତ ଲୁଟି ନେଲେ ୯ ଲକ୍ଷ  

ବରଗଡ : ବରଗଡ ଜିଲ୍ଲା  ବରପାଲି ୟୁ ଜି ବି ବ୍ୟାଙ୍କ ରୁ ମହିଳା ପୋଷାକ ରେ ଆସି ୯  ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଅପରାହ୍ନ ୩ଟା ପାଖାପାଖିରେ ବ୍ୟାଙ୍କ କତୃପକ୍ଷ ଖାଇବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶିଥିଲେ ଏବଂ ତାହା ମଧ୍ୟରୁ ଜଣେ ମହିଳା ପୋଷାକ ପିନ୍ଧି ଥିବା ଆଲୋଚନା ହେଉଛି।  

ତେବେ ବ୍ୟାଙ୍କ ଭିତରକୁ ପଶି ନଅ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର ଥିବା ଜଣାପଡ଼ିଛି  ।  ଏନେଇ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barpali of Bargarh district came to the UGB Bank in women's clothes and robbed more than 9 lakh rupees. | Argus News