୯ମାଓବାଦୀ ନିପାତ
·1 year ago

ଅର୍ଗସ ବ୍ୟୁରୋ: ଭୁଶୁଡୁଛି ମାଓଗଡ । ଛତିଶଗଡ ଦାନ୍ତେଓ୍ବାଡାରେ ଏନକାଉଣ୍ଟରରେ ୯ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଛତିଶଗଡ ସୀମାନ୍ତ ଦାନ୍ତେଓ୍ବାଡା ବିଜେପୁର ଅଂଚଳର ମାଓବାଦୀମାନେ ଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ । ସୁରକ୍ଷାକର୍ମୀଙ୍କ ଉପରକୁ ଟାର୍ଗେଟ କରି ଆକ୍ରମଣ ହେବାରୁ ଏହାର କଡା ଜବାବ ଦିଆଯାଇଥିଲା । ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ୯ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: