Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାଇଦ୍ରାବାଦକୁ ଚାଲାଣବେଳେ 9 ଦାଦନ ଶ୍ରମିକ ଉଦ୍ଧାର

Odisha

ହାଇଦ୍ରାବାଦକୁ ଚାଲାଣବେଳେ 9 ଦାଦନ ଶ୍ରମିକ ଉଦ୍ଧାର

Smruti Parija
Browse all articles by Smruti Parija
·1 year ago
ହାଇଦ୍ରାବାଦକୁ ଚାଲାଣବେଳେ 9 ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ଶ୍ରମିକ ଚାଲାଣ ବେଳେ ଉଦ୍ଧାର ହେଲେ ୯ ଦାଦନ ଶ୍ରମିକ । ହାଇଦ୍ରାବାଦକୁ ଚାଲାଣ ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ । ଏକ ବୋଲେରୋ ଗାଡ଼ିକୁ ଜବଦ କରିବା ସହ ଦାଦନ ସର୍ଦାରକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ । ତେବେ ପୂର୍ବର ୨୪ ବର୍ଷର ଅପାରଗ ସରକାର କାମ ଯୋଗାଇ ନପାରିଥିବାରୁ ଆଜି ବି ଦାଦନ ଯାଉଛନ୍ତି ଶ୍ରମିକ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
9 workers rescued while on way to Hyderabad | Argus News