Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୯୦ ପ୍ରତିଶତ ପରିବାର ୧୦୦ ୟୁନିଟି ବ୍ୟବହାର କରୁଛନ୍ତି କି

Rashmita Mishra
Browse all articles by Rashmita Mishra
·2 years ago
୯୦ ପ୍ରତିଶତ ପରିବାର  ୧୦୦ ୟୁନିଟି ବ୍ୟବହାର କରୁଛନ୍ତି କି

ଅର୍ଗସ ବ୍ୟୁରୋ: ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କେତେ ସତ କେତେ ମିଛ ତାହା ଜଣା ନାହିଁ । ୯୦ ପ୍ରତିଶତ ପରିବାର ବ୍ୟବହାର କରୁଛନ୍ତି କି ୧୦୦ ୟୁନିଟ ବିଜୁଳି ନା ତା' ଠାରୁ ଅଧିକ । ସତରେ କଣ ଗୋଟେ ପରିବାର ୧୦୦ ୟୁନିଟି ବିଜୁଳି ବ୍ୟବହାର କରନ୍ତି । ଉପଭୋକ୍ତା ଓ ସମୀକ୍ଷକ କହିଲେ ଶହେ ଶହେରେ ମିଛ କହୁଛି ବିଜେଡି।ଘରେ ଟିଭି କିମ୍ବା ଫ୍ରିଜ୍ ଥିଲେ ମିଳିବନି ମାଗଣା ବିଜୁଳି।.ବିଜେପିର ଦାବି, ମିଛ ଇସ୍ତାହାର ଓ ମିଛ ପ୍ରଚାରରେ ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
90 percent of households are using 100 units | Argus News