Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାଟମଣ୍ଡପ ମରାମତିର 90 ପ୍ରତିଶତ କାମ ଶେଷ

Ritu Das
Browse all articles by Ritu Das
·2 years ago
ନାଟମଣ୍ଡପ ମରାମତିର 90 ପ୍ରତିଶତ କାମ ଶେଷ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ। ନାଟମଣ୍ଡପର 90 ପ୍ରତିଶତ କାମ ଶେଷ। ବଳକା କାମ ରଥଯାତ୍ରା ସମୟରେ ଶେଷ କରାଯିବ କହିଲା ଏଏସଆଇ। 

କେବଳ ପ୍ଲାଷ୍ଟର କାମ ବାକି ଅଛି। ଭକ୍ତଙ୍କ ଦର୍ଶନରେ କିଛି ଅସୁବିଧା ନାହିଁ। ପ୍ରତିକ୍ରିୟା ରଖିଲେ ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ। ଏପ୍ରିଲ ମାସ ସୁଦ୍ଧା ନାଟମଣ୍ଡପ ମରାମତି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
90 percent of the sreemandira | Argus News