Videos
|
Odisha

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 94 ଲକ୍ଷ 48 ହଜାର ଭୋଟର୍

Smruti Parija
Browse all articles by Smruti Parija
·2 years ago·1 min read
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 94 ଲକ୍ଷ 48 ହଜାର ଭୋଟର୍

ଅର୍ଗସ ବ୍ୟୁରୋ: ତୃତୀୟ ପର୍ଯାୟ ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ତୃତୀୟ ପର୍ଯାୟ ନିର୍ବାଚନ ପାଇଁ ମତଦାନ ଆସନ୍ତା 25 ତାରିଖରେ ହେବ । 6 ଟି ସଂସଦୀୟ ଓ 42 ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ । 94 ଲକ୍ଷ 48 ହଜାର ଭୋଟର ମତଦାନ କରିବେ । 48.30 ପୁରୁଷ ଭୋଟର ମତଦାନ କରିବେ । ତୃତୀୟ ପର୍ଯ୍ୟାୟରେ 46.18 ମହିଳା ଭୋଟର ରହିଛନ୍ତି । ଯୁବ ଭୋଟରଙ୍କ ସଂଖ୍ୟା 21 % ।

3 ହଜାର ଭୋଟ ଘରେ ଭୋଟ ଦେଇଛନ୍ତି । 31 ହଜାରରୁ ଅଧିକ ପୋଷ୍ଟାଲ ଭୋଟ୍ ଦେଇଛନ୍ତି । ପୁରୀ, ଭୁବେନେଶ୍ୱର, କଟକ, ଖୋର୍ଦ୍ଧା, କେନ୍ଦୁଝର ଓ ସମ୍ବଲପୁରରେ 64 ସାଂସଦ ପ୍ରାର୍ଥୀ ଅଛନ୍ତି ।  55 ପୁରୁଷ 9 ମହିଳା । 383 ଜଣ ବିଧାୟକ ପ୍ରାର୍ଥୀ । 339 ପୁରୁଷ ଓ 44 ଜଣ ମହିଳା ପ୍ରାର୍ଥୀ । 10 ହଜାର 551 ପୋଲିଂ ବୁଥ୍ । 15 ସହ ପୋଲିଂ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । 121 CAPF ମୁତୟନ ହେବେ । ନିର୍ବାଚନ ପରିଚାଳନା ପାଇଁ 70 ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  6 ଟି ସଂସଦୀୟ କ୍ଷେତ୍ରରୁ 12 କୋଟି 22 ଲକ୍ଷ ଟଙ୍କା ଜବତ ହୋଇଛି । 

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
94-lakh-48-thausand-voter-in-third-phase-election | Argus News