Videos
|
Odisha

IPS ବ୍ରିଜେଶ ରାୟଙ୍କୁ ରାଉରକେଲାର ଏସ୍‌ପି ଦାୟିତ୍ବ

Manini Pattanayak
Browse all articles by Manini Pattanayak
·2 years ago
IPS ବ୍ରିଜେଶ ରାୟଙ୍କୁ ରାଉରକେଲାର ଏସ୍‌ପି ଦାୟିତ୍ବ

ଭୁବନେଶ୍ୱର: 3 IPS ଅଧିକାରୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ। ରାଜ୍ୟର 3 ବରିଷ୍ଠ IPS ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ ଆୟୋଗ । ଆଜି ଦିନ 11ଟା ସୁଦ୍ଧା ଦାୟିତ୍ବ ଗ୍ରହଣ କରିବାକୁ ECIଙ୍କ ନିର୍ଦ୍ଦେଶ ରହିଛି ।

2009 ବ୍ୟାଚର IPS ବ୍ରିଜେଶ ରାୟଙ୍କୁ ରାଉରକେଲାର ଏସ୍‌ପି ଦାୟିତ୍ବ ସେହିପରି  2008 ବ୍ୟାଚର IPS ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସ୍‌ପି ଦାୟିତ୍ବ।  ସେହିପରି କଟକର ଡିସିପି ହେଲେ ପ୍ରକାଶ ଆର। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3. Transfer of IPS officers, appointment orders | Argus News