Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିଜି ଆଇଜି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ

Swayangprajna Mishra
Browse all articles by Swayangprajna Mishra
·1 year ago
ଡିଜି ଆଇଜି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ

ଅର୍ଗସ ବ୍ୟୁରୋ : ମୋ ବସ ସେବା ପ୍ରଭାବିତ। ୫୯ତମ ଡିଜି ଆଇଜି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ। କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ  3ଦିନ ଧର ମୋ ବସ ସେବା ପ୍ରଭାବିତ ହେବ। ଏନେଇ ଏକ୍ସରେ କ୍ରୁଟ ପକ୍ଷରୁ ସୂଚନା ।  

ଅଧିକ ପଢନ୍ତୁ : ଭୁବନେଶ୍ବରରେ ଆଜି ଦିନ ୧ଟା ଯାଏଁ ଚାଲିବ ସ୍କୁଲ

ସର୍ବମୋଟ 29 ଟି ରୁଟରେ ପ୍ରଭାବିତ ହେବା ମୋ ବସ ସେବା। ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା  ଦୃଷ୍ଟିରୁ ଜନସାଧାରଣଙ୍କ ସୁ-ଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି  କମିଶନରେଟ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mo bus service for DG IG conference is affected | Argus News