Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି କରୁଛି ବିଜେଡି- ମୁକେଶ ମହାଲିଙ୍ଗ

Odisha

ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି କରୁଛି ବିଜେଡି- ମୁକେଶ ମହାଲିଙ୍ଗ

Smruti Parija
Browse all articles by Smruti Parija
·1 year ago
ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି କରୁଛି ବିଜେଡି- ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଆସନ୍ତା 17 ଏବଂ 18 ଜ୍ଞାନ ସଂସ୍କାର ଅଭ୍ୟାସ କାର୍ଯ୍ୟକ୍ରମ ବିଧାନସଭାରେ ଅନୁଷ୍ଠିତ ହେବ । 87 ନୂଆ ବିଧାୟକ ହୋଇ ଆସିଛନ୍ତି । ବିଧାନସଭାର ପରମ୍ପରା ନୂଆ ବିଧାୟକମାନଙ୍କୁ  ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ହୋଇଥାଏ । ଦୁଇଦିନ କାର୍ଯ୍ୟକ୍ରମରେ ଲୋକସଭାର ବରିଷ୍ଠ ନେତା ସାମିଲ ହେବେ । 

ବିଜେଡି ବିଧାୟକ ଯୋଗ ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବାଚସ୍ପତି ମହୋଦୟା ବିରୋଧୀ ଦଳ ନେତାଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ବହୁ ନୂଆ ବିଜେଡି ବିଧାୟକ ମଧ୍ୟ ଚାହାନ୍ତି ପ୍ରଶିକ୍ଷଣ ଶିବିରରେ ସାମିଲ ହେବା ପାଇଁ । ନୂଆ ବିଧାୟକମାନଙ୍କୁ ସାମିଲ ହେବା ପାଇଁ ଦିଅନ୍ତୁ । ବିଜେଡି ଅହଙ୍କାରୀ ହୋଇଛି । ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି କରୁଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mukesh Mahaling-says-bjd-doing- politics over the training camp-of-new-mlas | Argus News