Special Development Council / ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ, ୨୩ ଜିଲ୍ଲା ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଯୁକ୍ତ
·4 hours ago·2 min read

Key Points
ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ
୨୩ ଜିଲ୍ଲା ପାଇଁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଯୁକ୍ତ
ନିଯୁକ୍ତି ଦେଲେ ରାଜ୍ୟ ସରକାର।

ଭୁବନେଶ୍ବର,୦୬/୦୪: ଓଡ଼ିଶାର ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା କରିଛନ୍ତି। ଆଦିବାସୀ ସଂସ୍କୃତିର ସଂରକ୍ଷଣ, ପରମ୍ପରାର ପ୍ରସାର ଏବଂ ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ। ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ କମିଟି ଗୁଡ଼ିକର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ମୋଟ ୨୩ଟି ଜିଲ୍ଲାରେ ଏହି ପରିଷଦ କାର୍ଯ୍ୟ କରିବ। ଚୟନ ହୋଇଥିବା ପ୍ରତିନିଧିମାନେ ସିଧାସଳଖ ତୃଣମୂଳ ସ୍ତରରେ ଜନଜାତିଙ୍କ ସମସ୍ୟା ବୁଝିବା ସହ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିବେ ।
୨୩ ଜିଲ୍ଲା ପାଇଁ ଘୋଷଣା ହୋଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ(SDC) କୋରାପୁଟ ଜିଲ୍ଲା ପାଇଁ ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ) । ମାଲକାନଗିରି ଜିଲ୍ଲା ପାଇଁ ଗଙ୍ଗାଧର ସୋଡି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମୀ ( ଉପାଧ୍ୟକ୍ଷ) କେନ୍ଦୁଝର ଜିଲ୍ଲା ପାଇଁ ମମିତା ନାୟକ (ଅଧ୍ୟକ୍ଷ), ମାନସ କୁମା ନାଏକ ( ଉପାଧ୍ୟକ୍ଷ) । । ମୟୁରଭଞ୍ଜ ଜିଲ୍ଲା ଡ.ବୁଦ୍ଧନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟ ନାଏକ ( ଉପାଧ୍ୟକ୍ଷ) । ନବରଙ୍ଗପୁର ଜିଲ୍ଲା ପାଇଁ ବାସନ୍ତୀ ମାଝୀ, (ଅଧ୍ୟକ୍ଷ) ତ୍ରିନାଥ ଭତ୍ରା (ଉପାଧ୍ୟକ୍ଷ)। ଅନୁଗୁଳ ଜିଲ୍ଲା ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ) । ବଲାଙ୍ଗିର ଜିଲ୍ଲା ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ) ।ବାଲେଶ୍ୱର ଜିଲ୍ଲା ପାଇଁ ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ) । ବରଗଡ଼ ଜିଲ୍ଲା ପାଇଁ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ) । ବୌଦ୍ଧ ଜିଲ୍ଲା ପାଇଁ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ)
ପଢନ୍ତୁ ଏହି ଖବର: ଉଚ୍ଚଶିକ୍ଷାରେ ବଢିଲା ସଂରକ୍ଷଣ, STଙ୍କ ପାଇଁ ୨୨.୫%, SCଙ୍କ ପାଇଁ ୧୬.୨%, ପଛୁଆ ବର୍ଗ ବି ପାଇବେ ସଂରକ୍ଷଣ
ଦେବଗଡ଼ ଜିଲ୍ଲା ପାଇଁ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ) । ଢେଙ୍କାନାଳ ଜିଲ୍ଲା ପାଇଁ ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ) । ଗଜପତି ଜିଲ୍ଲା କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ) । ଗଞ୍ଜାମ ଜିଲ୍ଲା ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ) । ଯାଜପୁର ଜିଲ୍ଲା ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ) । ଝାରସୁଗୁଡ଼ା ଜିଲ୍ଲା ପାଇଁ ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ) । କଳାହାଣ୍ଡି ଜିଲ୍ଲା ପାଇଁ ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ) । କନ୍ଧମାଳ ଜିଲ୍ଲା ପାଇଁ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ), କଳ୍ପନା କହଁର (ଉପାଧ୍ୟକ୍ଷ) ।
ନୟାଗଡ଼ ଜିଲ୍ଲା ପାଇଁ ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ ( ଉପାଧ୍ୟକ୍ଷ) । ନୂଆପଡ଼ା ଜିଲ୍ଲା ପାଇଁ ଇଂ ହୋମେସସିଂହ ମାଝୀ (ଅଧ୍ୟକ୍ଷ), ବେଲମାତି ମାଝୀ (ଉପାଧ୍ୟକ୍ଷ) । ରାୟଗଡ଼ା ଜିଲ୍ଲା ପାଇଁ ବିଦ୍ୟାଧର ଶବର, (ଅଧ୍ୟକ୍ଷ),, ମଞ୍ଜୁଲା ମିନିଆକା (ଉପାଧ୍ୟକ୍ଷ) । ସମ୍ବଲପୁର ଜିଲ୍ଲା ପାଇଁ ଭାଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ) । ସୁନ୍ଦରଗଡ଼ ଜିଲ୍ଲା ପାଇଁ ସନ୍ତୋଷ କୁମାର ଅମାତ, ଅଧ୍ୟକ୍ଷ, ଗାଙ୍ଗି କିଣ୍ଡୋ ( ଉପାଧ୍ୟକ୍ଷ) ଦାୟିତ୍ୱ ଦିଆଯାଇଛି ।
ଏହା ପଦ ନୁହେଁ ଦାୟିତ୍ଵ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ଜିଲାରେ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନଙ୍କ ନାମ ଘୋଷଣା ହୋଇଛି। ସର୍ବବ୍ୟାପୀ, ସର୍ବସ୍ପର୍ଶୀ ହେବା ଆମ ଦଳର କାମ। ଏପ୍ରିଲ ୧୪ ପୂର୍ବରୁ ଏହି ଘୋଷଣା କରାଯାଇଛି। ପ୍ରତ୍ୟେକ ଲୋକଙ୍କୁ ନେଇ ଓଡ଼ିଶାକୁ ବିକଶିତ କରିବାର ଆମ ଦଳର ଲକ୍ଷ୍ୟ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories