ରାତିରେ ଡର କଲରାପତରିଆ ବାଘ
·2 years ago

ବଲାଙ୍ଗୀର: ବୁଲୁଛି ବାଘ… ବଢ଼ୁଛି ଆତଙ୍କ । ରାତିରେ ଡର କଲରାପତରିଆ ବାଘ । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଗୋଲାବାରୁଦ କାରଖାନା ସୋଲାରପ୍ଲାଣ୍ଟ ନିକଟରେ ବିଳମ୍ବିତ ରାତ୍ରିରେ ଏକ କଲରାପତରିଆ ବାଘ ବୁଲୁ ଥିବା ନେଇ ସିସିଟିଭିରେ କଏଦ ହୋଇଛି ।
ଅନେକ ଥର ଏହି ଅଂଚଳରେ ବାଘ ବୁଲୁ ଥିବା ଦେଖିବାକୁ ମଧ୍ୟ ମିଳିଛି l ବାଘ ବୁଲୁ ଥିବା ନେଇ ଖବର ପ୍ରସାରଣ ହେବା ପରେ ଅଂଚଳରେ ଭୟର ବାତାବରଣ ଦେଖା ଦେଇଛି l ଖବର ପାଇବା ପରେ ବଡ଼ମାଲ ବନ ବିଭାଗ ଫରେଷ୍ଟର ପ୍ରିୟଙ୍କା ପୋଢ଼ ସମେତ ପ୍ରମୁଖ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: