|
logo
Live

Argus News - କୁହୁଡ଼ି ନୁହେଁ smog କହିଲେ  ouat ର କୃଷି ବୈଜ୍ଞାନିକ

Odisha

କୁହୁଡ଼ି ନୁହେଁ smog କହିଲେ  ouat ର କୃଷି ବୈଜ୍ଞାନିକ

Smruti Parija
Browse all articles by Smruti Parija
·1 year ago·1 min read
କୁହୁଡ଼ି ନୁହେଁ smog କହିଲେ  ouat ର କୃଷି ବୈଜ୍ଞାନିକ

ଭୁବନେଶ୍ୱର: ଗତକାଲି ଦୀପାବଳି ଯୋଗୁଁ ଭୁବନେଶ୍ୱରରେ କୁତ୍ରିମ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ରାତିରୁ ସକାଳ 7 ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଯାହାର ଭିଜିବିଲିଟି 50 ରୁ 100 ମିଟର ରହିଛି । ତେବେ ଏହା କୁହୁଡ଼ି ନୁହେଁ smog ବୋଲି କହିଛନ୍ତି  ouat ର କୃଷି ବୈଜ୍ଞାନିକ ଅମରେଶ ଖୁଣ୍ଟିଆ । 

ରାଜଧାନୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ତେବେ ଗ୍ରୀନ ବାଣରୁ ଧୂଆଁ ଅଧିକ ହେଉଥିବାରୁ କୃତ୍ରିମ କୁହୁଡ଼ି ହେଇଥିବା ସେ କହିଛନ୍ତି । ଗ୍ରୀନ ବାଣରେ କେଉଁ ଗ୍ୟାସ ରହୁଛି ଏହାକୁ ଚେକ୍ କରିବା ଦରକାର । ଏହି smog ର ପ୍ରଭାବ ଶ୍ୱାସ ରୋଗୀ, ହୃଦୟ ରୋଗୀ ଓ ଫୁସଫୁସ୍ ରୋଗରୁ ପୀଡିତ ଲୋକଙ୍କ ଉପରେ ଅଧିକ ପଡିବ ବୋଲି ସେ କହିଛନ୍ତି । ଆଜି ଭୁବନେଶ୍ୱର ର ବାୟୁ ପ୍ରଦୂଷଣ ସକାଳୁ AQI ମାନ 181 ରେକର୍ଡ କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କୁହୁଡ଼ି ନୁହେଁ smog କହିଲେ  ouat ର କୃଷି ବୈଜ୍ଞାନିକ | Argus News