ଜଳିଗଲା ୩ ଟି ପରିବାରର ୧୦ବଖରା ଘର
·1 year ago

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ୩ ଟି ପରିବାରର ୧୦ବଖରା ଘର । ଆଜି ଭୋରୁ ୪ଟା ସମୟରେ ନିଆଁ ଲାଗିଥିବା ସୂଚନା ।
ଘରର ସବୁ ଆଶାବାପତ୍ର, ଟଙ୍କା, ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ, ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଛି । ଗ୍ରାମର କାମ୍ପ ଜେନା, କୁନ୍ତଳା ପାହାନ ଓ ଭୋବନୀ ପାହନଙ୍କ ଘରେ ନିଆଁ ଲାଗି ଥିବା ଯୋଗୁଁ ସେମାନେ ଏବେ ବାସହରା ହୋଇଯାଇଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: