Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଆହତ

Smruti Parija
Browse all articles by Smruti Parija
·2 years ago
ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଆହତ

ପୁରୀ: ସ୍କୁଲ ପରିସରରେ ଛୁରାମାଡ଼ । ନାବାଳକ ଛୁରାମାଡ଼ରେ ଆଉ ଜଣେ ନାବାଳକ ଆହତ ହୋଇଛି । ପୋଲିସ ହାଇସ୍କୁଲ ପରିସରରେ ଏହି ଅଘଟଣ ଘଟିଛି । ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ଜଣାପଡିଛି । ଆହତ ନାବାଳକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କୁମ୍ଭାରପଡା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢନ୍ତୁ ଅପରାଧ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 10th class student was injured in the stabbing of an 8th class student-in-puri | Argus News