ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା ଚାଳଘର
·2 years ago

କଟକ: ଅଗ୍ନିକାଣ୍ଡ ରେ ଜଳିଗଲା ୨ବଖରା ଚାଳଘର। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ଧାନ ଚାଉଳ ପୋଡ଼ି ଯିବା ସହ ଆସବାବପତ୍ର ନଷ୍ଟ ହୋଇଯାଇଥିବା ସୂଚନା।
ଏଥିସହିତ ଦୁଇଟି ଛେଳି ଛୁଆ ଜଳି ମୃତ୍ୟୁ ହୋଇଛି। ନିଆଳି ବ୍ଲକ ଅନ୍ତର୍ଗତ ସିଠାଳ ପଞ୍ଚାୟତ ଶାସନପଦା ଗ୍ରାମର ବାସନ୍ତୀ ବଡୁଙ୍କ ଘର ଜଳି ପୋଡିଯାଇଛି। ବାସନ୍ତୀ ସରକାରଙ୍କ ନିକଟରେ ସାହାଯ୍ୟ ମାଗିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଦେବା ପାଇଁ ସେ ନିବେଦନ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: