ପୋଖରୀରେ ବୁଡି ୩ ବର୍ଷର ଶିଶୁପୁତ୍ର ମୃତ
·1 year ago

ଅର୍ଗସ ବ୍ୟୁରୋ: ଖେଳୁଥିବା ବେଳେ ପୋଖରୀରେ ବୁଡି ଚାଲିଗଲା ଶିଶ ପୁତ୍ରଜୀବନ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ l
ଗ୍ରାମର ଅଭିମନ୍ୟୁ ସାହୁଙ୍କ ୩ ବର୍ଷର ଶିଶୁପୁତ୍ର ପ୍ରତ୍ୟୁଷ ସାହୁ ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ବୁଡି ଯାଇଥିଲା। ପୋଖରୀରୁ ଉଦ୍ଧାର କରି ଆଳି ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁ ପୁତ୍ରର ମୃତ୍ୟୁ ପରେ ପରିବାରରେ କାନ୍ଦବୋବାଳିରେ ଫାଟି ପଡୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: