ନଦୀରେ ବୁଡ଼ି ୩ବର୍ଷର ଶିଶୁର ମୃତ୍ୟୁ
·1 year ago

ଅର୍ଗସ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଥାନା ପେଣ୍ଠପାଳ ପଞ୍ଚାୟତ ଅନ୍ତର୍ଗତ କୂଳସାହି ଗ୍ରାମର ସନ୍ତୋଷ ଆରୁଖଙ୍କ ୩ ବର୍ଷର ଏକମାତ୍ର ଶିଶୁ ପୁତ୍ର କ୍ରିଷ୍ଣା ଆରୁଖ ନଦୀ କୂଳରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ବଶତଃ ହଠାତ୍ ନଦୀ ମଧ୍ୟକୁ ଖସି ପଡିଥିଲେ।
ପରିବାର ଲୋକ ଓ ଗ୍ରାମବାସୀ ନଦୀ ମଧ୍ୟରେ ଖୋଜାଖୋଜି କରିବା ପରେ କ୍ରିଷ୍ଣାଙ୍କ ମୃତଦେହ ପାଇ ଥିଲେ। ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟ ମାର୍ଟମ ପାଇଁ ପଠାଇଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: