୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ମୃତଦେହ ଉଦ୍ଧାର
·1 year ago

ଅର୍ଗସ ବ୍ୟୁରୋ : ବାଲେଶ୍ବରରେ ଲଜ୍ଜା। ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା! ପରିତ୍ୟକ୍ତ ବନ୍ଦ କୋଠରିରୁ ନାବାଳିକାର ଗଳିତ ମୃତଦେହ ଉଦ୍ଧାର। ବାଲେଶ୍ଵର ଆଲଏଜ୍ ପାଖରେ ଥିବା ଏକ ପରିତ୍ୟକ୍ତ କୋଠରିରୁ ମୃତଦେହ ଉଦ୍ଧାର କରାଯାଇଛି।
ଅଧିକ ପଢନ୍ତୁ : ଯୁବତୀଙ୍କୁ ୪ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ
୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ୩ ଦିନ ହେଲା ନାବାଳିକା ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା। ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: