Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୁଣାନଦୀରୁ ଗୋଟିଏ ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର

Rashmita Mishra
Browse all articles by Rashmita Mishra
·1 year ago
ଲୁଣାନଦୀରୁ ଗୋଟିଏ ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର

ଅଗର୍ସ ବ୍ୟୁରୋ: ଧରାପଡ଼ିଲା ଥଣ୍ଟିଆ କୁମ୍ଭୀର । କେନ୍ଦ୍ରପଡା ସଦର ଥାନା ବସପୁରରେ ଲୁଣାନଦୀରୁ ଗୋଟିଏ ଥଣ୍ଟିଆ କୁମ୍ଭୀର ଛୁଆ ଧରା ଯାଇଛି ।  ଆରିପଦା ଗାଁର ଦୋଳଗୋବିନ୍ଦ ମଲିକ ଆଜି ଭୋର ସମୟରେ ଲୁଣାନଦୀରେ ଜାଲ ପକାଉଥିବାବେଳେ ମାଛଧରା ଜାଲରେ କୁମ୍ଭିର ଛୁଆ ପଡିଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କୁମ୍ଭୀରକୁ କାବୁ କରି ରଖାଯାଇଛି । ବନ ବିଭାଗ ତୁରନ୍ତ କୁମ୍ଭୀରକୁ ଉଦ୍ଧାର କରି ଭିତରକନିକାରେ ଛାଡିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A baby crocodile was rescued from the salt river | Argus News