Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଭାଲୁ ଛୁଆ

Ritu Das
Browse all articles by Ritu Das
·2 years ago
ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଭାଲୁ ଛୁଆ

ଅର୍ଗସ ବ୍ୟୁରୋ: ଖୋଲା କୂଅରେ ପଡିଲା ଭାଲୁ ଛୁଆ। ନୀଳଗିରି ବନ ବିଭାଗ ଅଧିନ ମହିସାପଟା ପଞ୍ଚାୟତ ଗୁଜୁଡିହା ଗାଁରେ ଘଟିଛି ଘଟଣା। 

ରାତିରେ ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ବାହାରି ଗାଁକୁ ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଥିବା ଅନୁମାନ। ଭାଲୁ ଛୁଆକୁ ବନ ବିଭାଗ ଓ ଗ୍ରାମବାସୀ ପକ୍ଷରୁ ଉଦ୍ଧାର ପାଇଁ ପ୍ରୟାସ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A bear cub | Argus News